ଅଧିକାରୀଙ୍କ ଅବହେଳାରୁ କାଠଗଡ଼ାରେ କମିସନର

ଚର୍ଚ୍ଚାରେ ଲକ୍ଷ୍ମୀବିହାର ରାସ୍ତା, ଡେପୁଟି କମିସନର(ଲ’)ଙ୍କୁ କାରଣ ଦର୍ଶାଅ ‌ନୋଟିସ୍‌ ଭୁବନେଶ୍ବର: ଅଧିକାରୀଙ୍କ ଅବହେଳାରୁ କାଠଗଡ଼ାରେ ଛିଡ଼ାହୋଇଛନ୍ତି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ। ହାଇକୋର୍ଟଙ୍କ ନୋଟିସ୍‌ ପରେ ବି ଏକ ରାସ୍ତା କାମ ନ ହେବାରୁ କମିସନରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍‌ ହୋଇଥିଲା। କମିସନର ବ୍ୟକ୍ତିଗତ ଭାବରେ ହାଜର ହୋଇ ମାସେ ମଧ୍ୟରେ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ହଠାତ୍‌ କାହିଁକି ବ୍ୟକ୍ତିଗତ ହାଜିରା ଆଦେଶ ହେଲା … Continue reading ଅଧିକାରୀଙ୍କ ଅବହେଳାରୁ କାଠଗଡ଼ାରେ କମିସନର